Posted inଜାତୀୟ

କଂଗ୍ରେସରେ ମିଶିବା ପାଇଁ ସିଦ୍ଧୁଙ୍କୁ ୭୦ ଥର ଭେଟିଥିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୮।୨: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ନିଜ ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ପୁଣି ମଙ୍ଗଳବାର ଏକ ଚର୍ଚ୍ଚିତ ମନ୍ତବ୍ୟ ଦେଇଛନ୍ତି। ସିଦ୍ଧୁ କହିଛନ୍ତି ଯେ, ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର କଂଗ୍ରେସର କ୍ୟାମ୍ପେନିଂ ରଣନୀତି ଦାୟିତ୍ୱ ସମ୍ଭାଳିଥିଲେ। ଦଳରେ ସାମିଲ ହେବା ପାଇଁ ସେ ମୋତେ ଚାପ ପକାଇଥିଲେ। ଏଥିପାଇଁ ସେ ମୋତେ ପାଖାପାଖି ୭୦ ଥର ଭେଟିଥିବା ସିଦ୍ଧୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସରେ ମିଶିବା ପାଇଁ ପ୍ରଶାନ୍ତ ବହୁତ ଇଚ୍ଛା ଥିଲା। ପୂର୍ବରୁ ସିଦ୍ଧୁଙ୍କୁ ନେଇ ପ୍ରଶାନ୍ତ କିଶୋର ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯଦି ପଞ୍ଜାବ କଂଗ୍ରେସରେ ସିଦ୍ଧୁ ମଙ୍ଗ ଧରନ୍ତି ତେବେ ଦଳ ୩୦ରୁ ୩୫ଟି ଆସନ ପାଇବ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଥିଲେ।
ସୂଚନା ଯୋଗ୍ୟ, ପ୍ରଶାନ୍ତ କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ବହୁ ଆଲୋଚନା ପରେ ମଧ୍ୟ ଏହା ସମ୍ଭବ ହୋଇ ନ ଥିଲା। ଏହାପରେ ପ୍ରଶାନ୍ତ କଂଗ୍ରେସ ବିରୋଧରେ ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ବଡ଼ ଦୁର୍ଘଟଣା: ବୁଲେଟ୍‌ ଟ୍ରେନ୍‌ ପାଇଁ ନିର୍ମାଣ ହେଉଥିବା ବ୍ରିଜ୍‌ ଭୁଶୁଡ଼ିଲା, ଫସି ରହିଛନ୍ତି ୪ ଶ୍ରମିକ

ଗାନ୍ଧିନଗର,୫।୧୧: ଗୁଜରାଟରେ ନିର୍ମାଣାଧୀନ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପରେ ବଡ଼ ଦୁର୍ଘଟଣା ଘଟିଛି। ଭାସାଦ ନିକଟରେ ନିର୍ମାଣାଧୀନ ବ୍ରିଜର ଏକ ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ...

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ...

ଝାଡଖଣ୍ଡରେ ଓଡ଼ିଶା ଫମୂର୍ଲା ପକାଇଲା ଭାଜପା, ଚମ୍ପାଇ-ମାରାଣ୍ଡି ଆଉଟ୍‌…

ରାଞ୍ଚି,୫।୧୧: ଝାଡଖଣ୍ଡରେ ଭୋଟ ତାରିଖ ପାଖେଇ ଆସୁଥିବାବେଳେ ଭାଜପା ଏହାର ରଣନୀତିରେ ଏକ ବଡ଼ ପରିବର୍ତ୍ତନ କରିଛି। ଚମ୍ପାଇ ସୋରେନଙ୍କ ପରେ ବର୍ତ୍ତମାନ ଅର୍ଜୁନ ମୁଣ୍ଡା...

୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୫।୧୧: ୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ...

ଭୁଲ ତଥ୍ୟ ଦେଉଛି ଉଇକିପିଡିଆ, ସରକାର ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୧୧: ଭୁଲ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ...

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥାଇ ଟି-ସାର୍ଟ ବିକି ଫସିଲା ମିଶୋ

ନୂଆଦିଲ୍ଲୀ,୫।୧୧: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ବର୍ତ୍ତମାନ ଖବରରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ରାଜନୀତିରୁ ସନ୍ୟାସ ନେବେ ଶରଦ ପାଓ୍ବାର! ବଡ଼ ସୂଚନା ଦେଇ କହିଲେ…

ମୁମ୍ବାଇ,୫।୧୧: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହି ସମୟରେ ଏନସିପି ନେତା ଶରଦ ପାୱାର ରାଜନୀତିରୁ ଅବସରକୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri