Posted inVideo

Premier Universities stand in solidarity with JNU students | ଜେଏନୟୁ ହିସାଂକୁ ନେଇ ଓଡିଶାରେ ପ୍ରତିବାଦ

Featured Video Play Icon

The brutal attack on the Jawaharlal Nehru University (JNU) students has drawn widespread flak from all quarters. Celebrities from all walks of life and leaders cutting across political barriers have condemned the heinous act. Delhi Police have imposed Section 144 around the JNU campus and the Crime Branch has been directed to investigate the incident.

ଦିଲ୍ଲୀ ସ୍ଥିତ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ । ରବିବାର ରାତିରେ କିଛି ମୁଖାପିନ୍ଧା ଦୁର୍ବୁତ୍ତ କ୍ୟାମ୍ପସରେ ପ୍ରବେଶ କରି ଛାତ୍ରୀଛାତ୍ର ଓ ଶିକ୍ଷକମାନଙ୍କୁ ଆକ୍ରମଣ କରିଛନ୍ତି। ଏଭଳି ଘଟଣାକୁ ବିରୋଧ କରି ଦେଶବ୍ୟାପି ପ୍ରତିବାଦ କରାଯାଉଥିବା ବେଳେ ଓଡ଼ିଶାର ରମାଦେବୀ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରମାନେ ପ୍ରତିବାଦ କରିବା ସହିତ ଏହି ଘଟଣାର କଡା ନିନ୍ଦା କରିଛନ୍ତି । ସେପଟେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯିବା ସହିତ ଜେଏନୟୁ ପରିସରରେ ୧୪୪ ଧାରା ଜାରି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri