ନୂଆଦିଲ୍ଲୀ,୧୩।୧୦: ପି-୨୦ର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଖୀ ବାନ୍ଧିଛନ୍ତି ମେକ୍ସିକୋର ଜଣେ ମହିଳା ନେତା। ସେ ମୋଦିଙ୍କୁ ନିଜର ଭାଇ ବୋଲି ଭାବୁଥିବାରୁ ରାଖୀ ବାନ୍ଧିତାଙ୍କ ଆଶୀର୍ବାଦ ନେଇଛନ୍ତି। ସେ ହେଲେ ମେକ୍ସିକୋ ସିନେଟର ଅଧ୍ୟକ୍ଷ ଆନା ଲିଲିୟା ରିଭେରା। ଆନା ପି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଛନ୍ତି। ଏଠାରେ ସେ ମୋଦିଙ୍କୁ ଭେଟିଥିଲେ।
Posted inଜାତୀୟ