Categories: ଜାତୀୟ

ରାଷ୍ଟ୍ରପତି ନେଲେ କରୋନା ଟିକା

ନୂଆଦିଲ୍ଲୀ,୩।୩: ସାର୍ବଜନୀକ କରୋନା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଯିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ରାଷ୍ଟ୍ରପତି ଦିଲ୍ଲୀର ଆର୍‌ ଆର୍‌ ସେନା ହସ୍ପିଟାଲରେ ଟିକା ନେବା ପାଇଁ ତାଙ୍କ ଝିଅ ସ୍ବାତୀ କୋବିନ୍ଦଙ୍କ ସହିତ ପହଞ୍ଚିଥିଲେ। ଏସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ଟୁଇଟ୍‌ କରି ସୂଚନା ପ୍ରଦାନ କରାଯାଇଛି।

Share