Categories: Video

Preview of Super 30 | ସୁପର ୩୦ ପ୍ରିଭିୟୁ ଅଫ୍ ଦ ଫିଲ୍ମ

Hrithik Roshan starrer Super 30, which is based on a real story, will hit the screens this Friday. Audience will get to see him playing a very different role than he has portrayed earlier. Hrithik himself is quite excited about his new look and performance in the movie.

ଫ୍ରାଇଡେ ରିଲିଜରେ ପରଦାକୁ ଆସିବାକୁ ଯାଉଛି ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ସୁପର ୩୦’, ଯାହାର କାହାଣୀ ଏକ ରିଅଲ ଷ୍ଟୋରିକୁ ନେଇ ଆଧାରିତ। ଏଥିରେ ହ୍ରିତିକ୍ ରୋଶନ ମୁଖ୍ୟ ଭୂମିକାରେ ଥିବା ବେଳେ ଏକ ଡିଫରେଣ୍ଟ ରୋଲରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ।