Posted inଜାତୀୟ

ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୧୩ ।୧୧: ଚଳିତ ବର୍ଷ ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ ଏଥର କରୋନା ମହାମାରୀ କଟକଣା ମଧ୍ୟରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବର୍ଷ ଭଳି ଚଳିତ ବର୍ଷ ବି ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ବୋଲି କୁହାଯାଉଛି । ଅନୁମାନ କରାଯାଉଛି କି ଏଥର ମୋଦି ଜୈସଲମେର ସୀମାରେ ଦୀପାବଳି ପାଳନ କରି ପାରନ୍ତି । ମୋଦିଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ, ସେନା ମୁଖ୍ୟ ଏମ୍ ଏମ୍‌, ନରୱଣେ ବି ଉପସ୍ଥିତ ରହିପାରନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ମୋଦି ସୀମାରେ ଯବାନଙ୍କ ସହ ମିଶି ଦୀପାବଳି ପାଳନ କରି ସାରିଛନ୍ତି । ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଭଳି ସୀମାକୁ ଯାଇ ମୋଦି ଯବାନଙ୍କୁ ନିଜ ହାତରେ ମିଠା ଖୁଆଇବା ସହ ହସଖୁସିରେ ଦୀପାବଳି ପାଳନ କରି ସାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ: ଅଷ୍ଟମ ଦିନରେ ୪ ଶ୍ରମିକ ଠାବ

ହାଇଦ୍ରାବାଦ,୧।୩: ତେଲଙ୍ଗାନାର ନଗରକୁର୍ନୁଲ ଜିଲାରେ ଥିବା ଏସ୍‌ଏଲ୍‌ବିସି ଟନେଲ ଭୁଶୁଡ଼ି ୮ ଶ୍ରମିକ ଏହା ଭିତରେ ୮ ଦିନ ହେଲା ଫସିରହିଥିବାରୁ ସେମାନଙ୍କ ବଞ୍ଚତ୍ବା ଆଶା...

ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଶିକ୍ଷାମନ୍ତ୍ରୀଙ୍କୁ ଆକ୍ରମଣ

କୋଲକାତା,୧।୩: ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟି କ୍ୟାମ୍ପସ୍‌ ଭିତରେ ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁଙ୍କୁ ଏସ୍‌ଏଫ୍‌ଆଇ (ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ) ନେତାମାନେ ଶନିବାର ଆକ୍ରମଣ କରିଛନ୍ତି।...

କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ

ଭୋପାଳ,୧।୩: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଗୋବିନ୍ଦପୁରୀ ଅଞ୍ଚଳର ଜେ.କେ ରୋଡ୍‌ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ...

ହିମସ୍ଖଳନରେ ୪ ଶ୍ରମିକ ମୃତ: ଏବେ ବି ଅନେକ ନିଖୋଜ

ନୂଆଦିଲ୍ଲୀ,୧।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ଶୁକ୍ରବାର ହିମସ୍ଖଳନ ଯୋଗୁ ୫୫ଜଣ ଶ୍ରମିକ ବରଫ ଅତଡ଼ା ତଳେ ପୋତିହୋଇ ପଡ଼ିଥିବାବେଳେ ଶନିବାର ସୁଦ୍ଧା...

ମଣିପୁର ସ୍ଥିତିକୁ ନେଇ ଉଚ୍ଚ ସ୍ତରୀୟ ବୈଠକ କଲେ ଶାହା

ନୂଆଦିଲ୍ଲୀ,୧।୩: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମଣିପୁରର ପରିସ୍ଥିତି ଉପରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ...

RBI ର ବଡ଼ ସୂଚନା, ୨ହଜାର ଟଙ୍କିଆ ନୋଟ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧।୩: ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଆସିଛି ବଡ଼ ଖବର। ନୋଟ୍‌ ନିଷିଦ୍ଧ ହେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି। ଏହା ପରେ ମଧ୍ୟ,...

ଓଡ଼ିଶାର ବଢିଯିବ ନିର୍ବାଚନମଣ୍ଡଳୀ ସଂଖ୍ୟା: ଜାଣନ୍ତୁ ଭାରତରେ ଶେଷଥର ପାଇଁ କେମିତି ହୋଇଥିଲା Delimitation?

Delimitation ପ୍ରସଙ୍ଗରେ ଦେଶରେ ପୁଣିଥରେ ରାଜନୀତି ତୀବ୍ର ହୋଇଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ପ୍ରସଙ୍ଗରେ ମାର୍ଚ୍ଚ 5 ରେ ଏକ ସର୍ବଦଳୀୟ ବୈଠକ...

ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ଆସିଲା ଏହି ନିଷ୍ପତ୍ତି, ଜାଣନ୍ତୁ କିଏ ହେବେ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧।୩: ଭାରତୀୟ ଜନତା ପାର୍ଟି (ଭାଜପା) ମାର୍ଚ୍ଚ ରେ ଏହାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ କରିବ। ରାଜ୍ୟ ୟୁନିଟଗୁଡ଼ିକ ସେମାନଙ୍କର ନିର୍ବାଚନ ଶେଷ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image