Advertisement

ଏକତାଙ୍କ ଶୋ’ରେ ନୂଆ ନାଗିନ୍‌ ହେବେ ଏହି ଅଭିନେତ୍ରୀ

ବମ୍ବେ: କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ’ ଅନ୍ୟତମ। ଏବେ ଏହାର ଷଷ୍ଠ ସିଜନ ଅନ୍ତିମ ଚରଣରେ ପହଞ୍ଚିଥିବା ବେଳେ ସପ୍ତମ ସିଜନ ଲାଗି ନାୟିକା ଖୋଜା ସରିଲାଣି। ସେ ଆଉ କେହି ନୁହନ୍ତି ବିଗ୍‌ବସ୍‌ ୧୬ର ଚର୍ଚ୍ଚିତ ପ୍ରତିଯୋଗୀ ପ୍ରିୟଙ୍କା ଚାହର ଚୌଧୁରୀ। ନିର୍ମାତା ଏକତା କପୁର ତାଙ୍କ ଉପରେ ମୋହର ମାରିଛନ୍ତି। ତାଙ୍କ ସହ ପ୍ରତିକ ସେହଜପାଲ ରୋମାନ୍ସ କରିବେ ବୋଲି ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share