ସ୍ବାମୀଙ୍କ ସହ ଶିବରାତ୍ରି ପାଳିଲେ ପ୍ରିୟଙ୍କା

ଅଭିନେତା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ମା’ବାପା ହେବା ପରେ ପରେ ମଙ୍ଗଳବାର ସେମାନଙ୍କର ପ୍ରଥମ ମହା ଶିବରାତ୍ରି ପାଳନ କରିଛନ୍ତି। ପ୍ରିୟଙ୍କା ଏହାର ଏକ ଫଟୋ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଶେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା-ନିକ୍‌ ପ୍ରଭୁ ଶିବଙ୍କ ପ୍ରତିମା ସାମ୍ନାରେ ବସି ପୂଜା କରୁଥିବାର ନଜର ଆସିଛନ୍ତି। ପ୍ରିୟଙ୍କା ଏକ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ନିକ ଏକ ଧଳା ରଙ୍ଗର ପୋଷାକ ପନ୍ଧିଥିଲେ। ଏହି ଫଟୋକୁ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ମହା ‘ଶିବରାତ୍ରି କି ହାର୍ଦ୍ଦିକ ଶୁଭକାମନାୟେ’।

 

 

Share