Categories: ଜାତୀୟ

ପ୍ରିୟଙ୍କା କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା

ନୂଆଦିଲ୍ଲୀ,୨୧।୧: କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଶୁକ୍ରବାର ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଯୁବବର୍ଗଙ୍କ ପାଇଁ ’ଭାରତୀ ବିଧାନ’ ନାମକ ଏକ ମେନିଫେଷ୍ଟୋ (ନିର୍ବାଚନୀ ଇସ୍ତାହାର) ଉନ୍ମୋଚନ କାର୍ଯ୍ୟକ୍ରମରେ ସ୍ପଷ୍ଟ କରିଛନ୍ତି। ଏପରିକି କଂଗ୍ରେସ ବେରୋଜଗାର ସମସ୍ୟା ଦୂର କରିବ ବୋଲି ପ୍ରିୟଙ୍କା କହିଛନ୍ତି।

Share