ଆଜିକାଲି ସମସ୍ତଙ୍କ ଠାରୁ ଗୋଟିଏ କଥା ଶୁଣିବାକୁ ମିଳୁଛି ମୋର ଗ୍ୟାସ ବାହାରିଛି,ଏସିଡିଟି ହେଇଛି କିଛି ଖାଇବାକୁ ଇଚ୍ଛା ହେଉନି । ଏଭଳି ସମସ୍ୟା ଏବେ ଘରେ ଘରେ ଦେଖିବାକୁ ମିଳୁଛି । ତେବେ ଏଥିରୁ କିଭଳି ମୁକ୍ତି ପାଇବେ, ଆଲୋଚନା କରିବା ଆମ ସହ ଅଛନ୍ତି ଗ୍ୟାଷ୍ଟ୍ରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ ।