Posted inଫୁରସତ

ଇଟାଲିରେ ପେପ୍ପା ପିଗ୍‌ କାର୍ଟୁନ୍‌କୁ ବିରୋଧ

ରୋମ୍‌: ପିଲାଙ୍କ ମନୋରଞ୍ଜନ ପାଇଁ ଟିଭିରେ ପ୍ରସାରିତ ପେପ୍ପା ପିଗ୍‌ କାର୍ଟୁନ୍‌କୁ ଇଟାଲିର ରାଜନୈତିକ ଦଳ ବ୍ରଦର୍ସ ଅଫ୍‌ ଇଟାଲିର ବରିଷ୍ଠ ନେତା ଫେଡେରିକୋ ମୋଲ୍ଲିକୋନ ବ୍ୟାନ୍‌ କରିବା ପାଇଁ ଦାବି କରିଛନ୍ତି। ଇଟାଲିରେ ଲୋକପ୍ରିୟତା ହାସଲ କରିଥିବା ପେପ୍ପା ପିଗ୍‌ କାର୍ଟୁନ ଶୋ’ରେ ସମଲିଙ୍ଗୀ ଯୋଡ଼ିଙ୍କୁ ଦେଖାଯାଉଥିବାବେଳେ ଏହାର ପ୍ରସାରଣ ତୁରନ୍ତ ରୋକାଯିବା ଦରକାର ବୋଲି ଫେଡେରିକୋ କହିଛନ୍ତି। ଏହା ଦ୍ୱାରା ସମାଜ ଓ ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି। ପେପ୍ପା ପିଗ୍‌ ପ୍ରସାରଣ କରୁଥିବା କମ୍ପାନୀ ରାଇ ଏ ନେଇ ସତର୍କ ହେବା ଦରକାର ଏବଂ ପିଲାମାନଙ୍କୁ ଏ ପ୍ରକାର ମାନସିକତାଠାରୁ ଦୂରରେ ରଖିଯିବା ଦରକାର ବୋଲି ସେ କହିଛନ୍ତି। ଯଦି ବର୍ତ୍ତମାନର ସରକାର ଏ ନେଇ ସମୁଚିତ ପଦକ୍ଷେପ ନ ନିଅନ୍ତି ତେବେ ବ୍ରଦର୍ସ ଅଫ୍‌ ଇଟାଲି ଦଳ ଯେତେବେଳେ କ୍ଷମତାକୁ ଆସିବ ସେତେବେଳେ ଏହା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ଫେଡେରିକୋ କହିଛନ୍ତି। ୨୦୦୪ରେ ପେପ୍ପା ପିଗ୍‌ ପ୍ରଥମ ଥର ପାଇଁ ଟିଭିରେ ପ୍ରସାରିତ ହୋଇଥିଲା। ଦୀର୍ଘ ୧୮ ବର୍ଷର ଯାତ୍ରାରେ ଏହି ଶୋ’ ଅନେକ ଲୋକପ୍ରିୟତା ହାସଲ କରିଛି। କିନ୍ତୁ ପ୍ରଥମ ଥର ପାଇଁ ଏହି କାର୍ଟୁନ୍‌ ଶୋ’ରେ ଏଲ୍‌ଜିଟିବିଙ୍କୁ ନେଇ ଏପିସୋଡ୍‌ ପ୍ରସାରଣ କରାଯାଇଛି। ଇଟାଲି ସମେତ ବ୍ରିଟେନ୍‌ରେ ଏହାର ଏପିସୋଡ୍‌ ଅନ୍‌ଏୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ଚାଇନାର ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍‌ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିଛନ୍ତି।...

ସୁନାମି ସଚେତନତା ନିହାତି ଜରୁରୀ

ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି...

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ...

ବୃହତ୍‌ ଡାଇନୋସର କଙ୍କାଳର ନିଲାମି ହେବ

ପ୍ୟାରିସ୍‌: ଆସନ୍ତା ୧୬ରେ ଫ୍ରାନ୍ସର ପ୍ୟାରିସ୍‌ରେ ବିଶ୍ୱର ସବୁଠୁ ବଡ଼ ଡାଇନୋସରଙ୍କ ମଧ୍ୟରୁ ଅନ୍ୟତମ ଭଲ୍‌କେନ୍‌ର କଙ୍କାଳର ନିଲାମ କରାଯିବ। ଏନେଇ ଫରାସୀ ଅକ୍ସନ ହାଉସ୍‌ ‘କୋଲିନ୍‌...

ଏତେ ବଡ଼ ଜିନ୍ସ !

ଜିନ୍ସର ଫ୍ୟାଶନ୍‌ କାହିଁ କେବେଠୁ ରହି ଆସିଛି। ଖାସ୍‌କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍‌ ଅଧିକ ଥାଏ। ବହୁତ କମ୍‌ ଲୋକ ଥିବେ ଯେଉଁମାନେ କି...

କଙ୍କାଳ ସହ ପିଇବେ କଫି

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍‌ ଆଓ୍ବେରନେସ୍‌’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri