Categories: Video

PUC centres run illegally, fleece vehicle owners | ପଲ୍ୟୁସନ ସାର୍ଟିଫିକେଟ ନାଁରେ ଚାଲିଛି ଟଙ୍କା ଆଦାୟ

With the new Motor Vehicles Act hiking penalties for driving errors, owners have to get their vehicles tested for emissions every six months. Even as a two-wheelers cannot be charged more than Rs 35 and four-wheeler’s cannot be charged over Rs 50, mobile emission testing centres operating without licences are charging exorbitant prices almost three times the prescribed fees.

ଟ୍ରାଫିକ ନିୟମ କଡାକଡି କରିଛନ୍ତି ସରକାର। ଅନେକ ସ୍ଥାନରେ ପଲ୍ୟୁସନ ସେଣ୍ଟର ଗାଡି ଗାଁ ଗାଁ ବୁଲି ପଲ୍ୟୁସନ୍ ସାର୍ଟିଫିକେଟ ଦେଉଥିବା ଦେଖିବାକୁ ମିଳିଛି । ଏହି ସମୟରେ କର୍ମଚାରୀମାନେ ଗାଡ଼ି ର ନମ୍ବର ପ୍ଲେଟ୍ କୁ ସ୍କାନିଙ୍ଗ୍ କରି ସାର୍ଟିଫିକେଟ ଦେଉଥିବା ବେଳେ ଅଧିକ ଟଙ୍କାର ରସିଦ କାଟୁଥିବା ନଜରକୁ ଆସିଛି।