ନୂଆବର୍ଷରେ ଗ୍ରାହକଙ୍କୁ ପିଏନ୍‌ବିର ଭେଟି, ବଢ଼ାଇଲା FDରେ ସୁଧ ହାର

ନୂଆଦିଲ୍ଲୀ,୨।୧: ଦେଶର ଦ୍ୱିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ନୂଆବର୍ଷରେ ଗ୍ରାହକଙ୍କୁ ଭେଟି ଦେଇଛି। ବ୍ୟାଙ୍କ ୨ କୋଟି ଟଙ୍କାରୁ କମ୍‌ ଜମା(ଏଫ୍‌ଡି) ଉପରେ ସୁଧ ହାର ପରିବର୍ତ୍ତନ କରିଛି। ନିର୍ଦ୍ଧାରିତ ସମୟସୀମା ଲାଗି ଏଫ୍‌ଡିରେ ସୁଧହାରରେ ୪୫ ବେସିସ୍‌ ପଏଣ୍ଟ(ବିପିଏସ୍‌) ଯୋଡ଼ା ଯାଇଛି। ଜାନୁୟାରୀ ପହିଲାରୁ ଏହା ଲାଗୁ ହୋଇଛି। ସେହିଭଳି ସାଧାରଣ ନାଗରିକଙ୍କ ଲାଗି ୧୮୦ରୁ ୨୭୦ ଦିନ ଅବଧି ଲାଗି ଏଫ୍‌ଡି ଉପରେ ସୁଧଦରକୁ ୫.୫%ରୁ ବଢ଼ାଇ ୬% କରିଦିଆଯାଇଛି। ବ୍ୟାଙ୍କ ୨୭୧ ଦିନରୁ ୧ ବର୍ଷରୁ କମ୍‌ ଅବଧି ଲାଗି ଏଫ୍‌ଡି ଦର ୪୫ ବିପିଏସ୍‌ରୁ ବଢ଼ାଇ ୫.୮୦ରୁ ୬.୨୫% କରିଦିଆଯାଇଛି। ବ୍ୟାଙ୍କ ୪୦୦ ଦିନ ଅବଧିରେ ସୁଧହାରକୁ ୬.୮୦ରୁ ବଢ଼ାଇ ୭.୨୫% କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Anant Ambani Viral Video: କାହିଁକି ଦୁଇଗୁଣା ମୂଲ୍ୟ ଦେଇ ଶହ ଶହ କୁକୁଡ଼ା କିଣିନେଲେ ଅନନ୍ତ ଅମ୍ବାନୀ? ଜାଣନ୍ତୁ ସମ୍ପୂୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୭।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପ୍ରାୟତଃ ଖବରର ଶିରୋନାମାରେ ରହିଥାନ୍ତି। ପ୍ରାଣୀମାନଙ୍କ ପ୍ରତି ତାଙ୍କର ପ୍ରେମ ସର୍ବସାଧାରଣରେ...

ଅନୁପ ବିଷୋୟୀ ହେଲେ ବ୍ରହ୍ମପୁର ବନସେବା ସର୍କଲ ସଭାପତି

ଭଞ୍ଜନଗର,୭ା୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ବ୍ରହ୍ମପୁର ସର୍କଲର ୨୦୨୫-୨୬ ପାଇଁ ନୂତନ କର୍ମକର୍ତ୍ତା ନର୍ବାଚନ ରବିବାର ଆର୍‌ସିସିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।...

ସମୁଦ୍ରରେ ଖସି ପଡ଼ିଲା ରୋଗୀଙ୍କୁ ନେଇ ଯାଉଥିବା ହେଲିକପ୍ଟର, ୩ ମୃତ

ଟୋକିଓ,୭।୪: ରବିବାର ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରୋଗୀଙ୍କୁ ନେଇ ଯାଉଥିବା ଏକ ମେଡିକାଲ ପରିବହନ ହେଲିକପ୍ଟର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି,୭ା୪: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କୁ ପୁରୀ ଜିଲା ଡେଲାଙ୍ଗରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଉଥିବାବେଳେ ଆମ୍ବୁଲାନ୍ସରେ ନିଆଁ...

ଟ୍ରମ୍ପଙ୍କୁ ଭେଟିବେ ନେତାନ୍ୟାହୁ, ପ୍ରସ୍ତୁତ ହେବ ଗାଜାର ନୂଆ ଓ୍ବାର ପ୍ଲାନ

ଜେରୁଜେଲମ,୭।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଆସିଛି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ...

ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୩ ଜଣ

ବ୍ରହ୍ମପୁର,୭ା୪: ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହ ବିଷ ପିଇଦେଇଛନ୍ତି ଭଉଣୀଭାଇ। ଫଳରେ ଏହି ୩ ଜଣଙ୍କୁ...

ଭୂକମ୍ପର ଝଟକାରେ ଦୋହଲିଯିବ ଏହି ଦେଶର ମେରୁଦଣ୍ଡ, ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ବେଜିଂ,୭।୪: ପୃଥିବୀ ପୃଷ୍ଠରେ ହେଉଥିବା ପ୍ରମୁଖ ଭୂମିକମ୍ପ ଏବଂ ଏହାର ଘୂର୍ଣ୍ଣନ ଗତି ମଧ୍ୟରେ ଏକ ନୂତନ ସମ୍ପର୍କ ଉଭା ହୋଇଛି। ବେଜିଂ ଭୂମିକମ୍ପ ଏଜେନ୍ସିର...

ଏଇ ଭାରତରେ

ଗଛ ଗୋଟିଏ, କିନ୍ତୁ ଫଳ ୫୨ପ୍ରକାରର। ଏକଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏଭଳି ଏକ ସଫଳତା ହାସଲ କରିଛନ୍ତି ବିହାର ଭାଗଲପୁରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image