ପଞ୍ଜାବୀ ସୁଟ୍‌

ଟ୍ରାଡିଶନାଲ ଓ ଏଥେନିକ୍‌ ଲୁକ୍‌ ପାଇଁ ପଞ୍ଜାବୀ ଲୁକ୍‌ ଆପଣାଇ ପାରିବେ। ଫ୍ୟାଶନ ଦୁନିଆରେ ପଞ୍ଜାବୀ ସୁଟ୍‌ ଆଜି ବି ହଟ୍‌ ଟ୍ରେଣ୍ଡ ହୋଇ ରହିଛି। ଏହି ଡିଜାଇନ୍‌ ସୁଟ୍‌ ରେଡି ଟୁ ଗୋ ଏବଂ ସବୁବେଳେ
ଫ୍ୟାଶନ ଟ୍ରେଣ୍ଡରେ ରହି ଆସିଛି।
ଲୁକ୍‌ ପାଇଁ କ୍ରେପ ସାଲୱାର ସୁଟ୍‌ ଏକ ସୁନ୍ଦର ବିକଳ୍ପ। ଏଥିରେ ପଟିଆଲା ସାଲୱାର ସହିତ ଦୁପଟ୍ଟା ବେଶ୍‌ ସୁନ୍ଦର ଦେଖାଯାଏ। ଯଦି ଆପଣ ଓଭର ଟ୍ରେଣ୍ଡ ହେବା ପାଇଁ ଚାହୁଁ ନ ଥିବେ ତେବେ ଏହି ଡ୍ରେସ ପିନ୍ଧିପାରିବେ। ଅନଷ୍ଟିଚ୍‌ ମାଟେରିଆଲର ଏହି ଡ୍ରେସ ବିଭିନ୍ନ ପ୍ରକାରର ରଙ୍ଗରେ ଉପଲବ୍ଧ।
ଲୁକ ଦେଉଥିବା ରାଜନନ୍ଦିନୀ କଟନ ପ୍ରିଣ୍ଟେଡ୍‌ ଅନଷ୍ଟିଚ୍‌ ସାଲୱାର ସୁଟ୍‌ ବି ବହୁତ ସୁନ୍ଦର। ଏଥିରେ ବର୍ଡର ଥିବା ଏକ ପ୍ଲେନ୍‌ କଲରର ସୁଟ୍‌ ସହିତ ହେଭି ପ୍ରିଣ୍ଟଥିବା ଦୁପଟ୍ଟା ରହିଥାଏ। ହାଲୁକା ମେକଅପ୍‌ ଓ ଅଳ୍ପ ଜୁଏଲେରୀ ସହିତ ଏହି ଡ୍ରେସ ବହୁତ ସୁନ୍ଦର ଲାଗେ।
ପଞ୍ଜାବୀ ଷ୍ଟାଇଲର ଏମ୍ବ୍ରୋଡରୀ ସୁଟ୍‌ ମଧ୍ୟ ଏବେ ବି ଫ୍ୟାଶନରେ ରହିଛି। ଏହି ସାଲୱାର ସହିତ ମ୍ୟାଚିଂ ଦୁପଟ୍ଟା ଓ ପଟିଆଲା ରହିଥାଏ। ତେବେ ପଟିଆଲା ପ୍ୟାଣ୍ଟରେ ଏହାର ଷ୍ଟାଇଲ ଟିକେ ଅଲଗା ନିଶ୍ଚୟ। ତେଣୁ ଏହାକୁ ଅଫିସ କିମ୍ବା ଯେକୌଣସି ଉତ୍ସବରେ ପିନ୍ଧିପାରିବେ।
ପ୍ରିଣ୍ଟେଡ୍‌ କୁର୍ତ୍ତା ସହିତ ପ୍ଲେନ କଲରର ପ୍ୟାଣ୍ଟରେ ପଞ୍ଜାବୀ ଲୁକ୍‌ ବି ବହୁତ ଆକର୍ଷଣୀୟ ଲାଗିବ। ରେଗୁଲାର ୱେରଭାବେ ଏହାକୁ ବ୍ୟବହାର କରିପାରିବେ।
ମୋଟିଫ୍‌ ପ୍ରିଣ୍ଟେଡ୍‌ ଗୋଟାପଟ୍ଟି କୁର୍ତ୍ତା ପଟିଆଲା ପ୍ୟାଣ୍ଟ ସହିତ ବି ସୁନ୍ଦର ଲାଗିବ। ଅଧିକ ସାଇନିଂ କପଡା ପିନ୍ଧିବାକୁ ପସନ୍ଦ କରୁଥିଲେ ଏହି ଡିଜାଇନ୍‌ ବହୁତ ଭଲ। ଖାସ୍‌ ଦିନରେ ଏଭଳି ଡ୍ରେସ ଭଲ ଲାଗିବ।
ଓ ଦେଶୀ ପଞ୍ଜାବୀ ଲୁକ୍‌ ପସନ୍ଦ କରୁଥିଲେ ଗାଢ କଲରର ଏମ୍ବ୍ରୋଡରୀ ଡିଜାଇନ୍‌ ପିନ୍ଧନ୍ତୁ।
ଟ୍ରେଣ୍ଟରେ ଅନାରକଲୀ ପଞ୍ଜାବୀ ସୁଟ୍‌ ବି ମାର୍କେଟରେ ଉପଲବ୍ଧ ହେଉଛି। ଏହା ଉଭୟ ପଞ୍ଜାବୀ ଓ ରାଜସ୍ଥାନୀ ଷ୍ଟାଇଲ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି କ୍ରିସ୍‌ମସ୍‌ ଟ୍ରିକୁ ମୁଖ୍ୟଦ୍ୱାର ସମ୍ମୁଖରେ ରଖିବେ ନାହିଁ, ଜାଣନ୍ତୁ କେଉଁଠି ରଖିବା ଶୁଭ…

ଖୁସିର ପର୍ବ କ୍ରିସ୍‌ମସ୍‌ ଆସିଲେ ଚାରିଆଡ଼େ ସକାରାତ୍ମକ ତଥା ଉତ୍ସବର ପରିବେଶ ଖେଳିଯାଏ। ସେଥିପାଇଁ ପ୍ରଭୁ ଯୀଶୁଙ୍କର ଏହି ମହାନ୍‌ ପର୍ବକୁ ଏବେ ସବୁ ଧର୍ମର...

କ୍ରିସ୍‌ମସ୍‌ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…

ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍‌ମସ୍‌କୁ ବେଶ୍‌ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି।...

୨୦୨୪ ଶେଷ ସପ୍ତାହରେ ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ହେବ ଧନ ବର୍ଷା

ଆଉ କିଛିଦିନ ପରେ ଆରମ୍ଭ ହେବ ଇଂରାଜୀ ନବବର୍ଷ। ଏବେ ଡିସେମ୍ବର ସରିବାକୁ ଯାଉଛି। ତେବେ ଏହି ମାସର ଶେଷ ସପ୍ତାହ ଅର୍ଥାତ୍‌ ୨୩ ଡିସେମ୍ବରରୁ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ , ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ଖାଲି ପ୍ରେମ ନୁହେଁ, ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

ଶୀତଦିନେ କେମିତି ନେବେ କେଶର ଯତ୍ନ

ଶୀତଦିନେ ତ୍ୱଚା ଭଳି କେଶ ମଧ୍ୟ ରୁକ୍ଷ ହୋଇଯାଏ। ତେଣୁ ଏହାର ଉପଯୁକ୍ତ ଯତ୍ନ ନେବାକୁ ହେବ। ଏଥିପାଇଁ ଜାଣି ରଖନ୍ତୁ କିଛି ଟିପ୍ସ… -କେଶକୁ...

ତରକାରିରେ ଲୁଣ ଅଧିକ ହୋଇଯାଇଥିଲେ.. ଆପଣାନ୍ତୁ ଏହି ଉପାୟ

– ତରକାରିରେ ଯଦି ଲୁଣ ଅଧିକ ହୋଇଯାଇଥାଏ ତେବେ ସେଥିରେ କଞ୍ଚାଆଳୁକୁ କାଟି ପକାଇ ଦିଅନ୍ତୁ। ତରକାରିର ମାତ୍ରା ଅନୁସାରେ ଆଳୁ ଖଣ୍ଡେ ଅବା ୨ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri