Categories: Video

ବାହୁଡାରେ ଭାବବିହ୍ୱଳ ହେଲେ ପୁରୀବାସିନ୍ଦା

ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଆଜି ଭାଈ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ମହାପ୍ରଭୁ। ଏଥର ବିନା ଭକ୍ତରେ ରଥଟଣା ହେଉଥିବାରୁ ଭକ୍ତଙ୍କ ମନରେ ଅନେକ ଦୁଃଖ। ପୁରୀବାସିନ୍ଦା ହୋଇ ମଧ୍ୟ ବଡଠାକୁରଙ୍କ ରଥ ଏଥର ଟାଣିପାରିନଥିବାରୁ ଭାବବିହ୍ୱଳ ହୋଇଛନ୍ତି ପୁରୀବାସିନ୍ଦା।