ପୁଟିନ୍‌ ସବୁଠାରୁ ‘ସେକ୍ସି’

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦେଶର ସବୁଠାରୁ ‘ସେକ୍ସି’ ଓ ‘ହ୍ୟାଣ୍ଡସମ୍‌’ ପୁରୁଷ ଘୋଷଣା କରାଯାଇଛି। ୨୨ ମାର୍ଚ୍ଚରୁ ୧ ଏପ୍ରିଲ ପର୍ଯ୍ୟନ୍ତ ଦେଶର ୩ ଶହରୁ ଅଧିକ ସହରର ୨ ହଜାର ଜଣଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ଦେଶର ସବୁଠାରୁ ସେକ୍ସି ଏବଂ ମୋଷ୍ଟ ଏଲିଜିବଲ ବ୍ୟାଚଲର କିଏ ବୋଲି ସର୍ଭେରେ ଭୋଟିଂ କରାଯାଇଥିଲା। ୧୮ ପ୍ରତିଶତ ପୁରୁଷ ଏବଂ ୧୭ ପ୍ରତିଶତ ମହିଳା ୬୮ ବର୍ଷୀୟ ପୁଟିନଙ୍କୁ ଭୋଟ ଦେଇଥିଲେ। ଦେଶବାସୀ ଏବେ ବି ପୁଟିନଙ୍କୁ ଆକର୍ଷଣୀୟ ପୁରୁଷ ବୋଲି ବିବେଚନା କରୁଛନ୍ତି ବୋଲି ସର୍ଭେ କରିଥିବା ସୁପରଜବ୍‌ ନାମକ ଓ୍ବେବସାଇଟ୍‌ କହିଛି। ଡିମିଟ୍ରି ନାଗିଭ, ଡାନିଲା କୋଜଲୋଭସ୍କି, କନଷ୍ଟାଣ୍ଟିନ ଖାବେନସ୍କିଙ୍କ ଭଳି ଅଭିନେତା, ମଡେଲ ଆଦିଙ୍କୁ ପୁଟିନ୍‌ ପଛରେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବତରଣ ବେଳେ ଜଳିଗଲା ବିମାନ

ଓଟ୍ଟାଓ୍ବା,୨୯ା୧୨: ନ୍ୟୁ ଫାଉଣ୍ଡସ୍‌ଲ୍ୟାଣ୍ଡର ସେଣ୍ଟ ଜନ୍ସ ସହରରୁ ଆସୁଥିବା ଏୟାର କାନାଡାର ଏକ ବିମାନ ନୋଭା ସ୍କୋଟିଆ ପ୍ରଦେଶର ଗୋଫ୍‌ସ୍ଥିତ ହାଲିଫାକ୍ସ ବିମାନବନ୍ଦରରେ ଅବତରଣ ବେଳେ...

ମୃତ୍ୟୁ ନିଶ୍ଚିତ ବୋଲି ଜାଣିନେଇଥିଲେ ଯାତ୍ରୀ! ବିମାନରୁ ପଠାଇଥିଲେ ଶେଷ ବାର୍ତ୍ତା

ସିଓଲ,୨୯।୧୨: ରବିବାର ସକାଳେ ଦକ୍ଷିଣ କୋରିଆରେ ଦୁଃଖ ଓ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ଏଠାରେ ୧୮୧ଜଣଙ୍କୁ ନେଇ ଏକ ବିମାନ ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ...

କେଉଁଠି ବିମାନରେ ନିଆଁ ତ ପୁଣି କେଉଁଠି ରନ ଓ୍ବେରୁ ଖସିଗଲା ବିମାନ,୨୪ ଘଣ୍ଟାରେ ୩ ବଡ଼ ଧରଣର ବିମାନ ଦୁର୍ଘଟଣା

ସିଓଲ/ଅସ୍ତାନା/ଓଟାଓ୍ବା,୨୯।୧୨: ରବିବାର (୨୯ ଡିସେମ୍ବର ୨୦୨୪) ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟି ୧୭୯ ଜଣଙ୍କର ମୃତ୍ୟୁ ଘଟିଛି।...

କେମିତି ରନ ଓ୍ବେରୁ ଖସିଗଲା ବିମାନ, ଜଣାପଡିଲା ଅସଲ କାରଣ

ସିଓଲ,୨୯।୧୨: ରବିବାର ଦକ୍ଷିଣ କୋରିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଦକ୍ଷିଣ କୋରିଆର ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ରନୱେରୁ ଖସିଯାଇଥିଲା। ଏହି...

ପାକିସ୍ତାନ ଉପରେ ତାଲିବାନର କାଉଣ୍ଟର ଆଟାକ୍‌

କାବୁଲ,୨୮।୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ଆଫଗାନିସ୍ତାନ ଉପରେ ପାକିସ୍ତାନ କ୍ରମାଗତ ଭାବେ ଏୟାର ଷ୍ଟ୍ରାଇକ କରୁଛି, ଯେଉଁଥିପାଇଁ ଉଭୟଙ୍କ...

କ୍ଷମା ମାଗିଲେ ପୁଟିନ୍‌

ମସ୍କୋ,୨୮ା୧୨: ବିମାନ ଦୁର୍ଘଟଣା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଶନିବାର ତାଙ୍କ ଆଜରବୈଜାନ ପ୍ରତିପକ୍ଷ ଇଲ୍‌ହାମ ଆଲିୟେଭ୍‌ଙ୍କୁ କ୍ଷମା ମାଗିଛନ୍ତି। ଗତ ବୁଧବାର ରୁଷିଆ...

କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ

ମସ୍କୋ,୨୮।୧୨: କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆ ଆକାଶରେ ବିମାନ ଦୁର୍ଘଟଣା ପାଇଁ ସେ ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହାପରେ ବିମାନଟି...

ଥରେ ନୁହେଁ କି ଦୁଇ ଥର ନୁହେଁ ୮ଥର ପଲଟି ପଲଟି ଗୁଣ୍ଡ ହେଲା କାର: କାରରୁ ସୁରକ୍ଷିତ ବାହାରି ହସିହସି ଯାହାକହିଲେ …

କଥାରେ ଅଛି ରଖେ ହରି ତ ମାରେ କିଏ।  ସତରେ ଭଗବାନ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri