ଆଜିକାଲି ସବୁଠି ସୋସିଆଲ ମିଡିଆ ଫୋବିଆ । ଯାହାକୁ ଦେଖ କିଛିି ନା କିଛି କରି ଭାଇରାଲ ହେଉଛନ୍ତି। ଅନେକ ଲୋକ ଅଜବ ଜିନିଷ କରି ଟ୍ରୋଲ ବି ହେଉଛନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ କପାଳରେ QR କୋଡ୍ ଟାଟୁ କରିଛନ୍ତି। ଆଉ ଏହା କରିବା ପଛର କାରଣ ବି ତାଜୁବ କରିଦେବା ଭଳି।
View this post on Instagram
ଏପରି ଟାଟୁ କରିବା ପଛର କାରଣ ହେଉଛି ଏହି QR କୋଡକୁ ଯେ କେହିବି ସ୍କାନ କରିବେ ତାହା ସିଧା ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବ।