ପୂର୍ବତନ ମନ୍ତ୍ରୀ ରବି ନାରାୟଣ ଅସୁସ୍ଥ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଅସୁସ୍ଥ ଅଛନ୍ତି ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା କୋରାପୁଟ ଜିଲାର ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ। ତାଙ୍କୁ ବିଶାଖାପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
୨୦୦୦, ୨୦୦୪ ଓ ୨୦୦୯ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ରବି ନାରାୟଣ ଜୟପୁର ବିଧାନ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ।

Share