Categories: ଜାତୀୟ

ସରକାରୀ ବଙ୍ଗଳା ଫେରିପାଇଲେ ରାହୁଲ

ନୂଆଦିଲ୍ଲୀ,୮।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭା ସଦସ୍ୟତା ଫେରି ପାଇବାର ହେବାର ଗୋଟିଏ ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ତାଙ୍କୁ ପୁରୁଣା ସରକାରୀ ବଙ୍ଗଳା ଦିଆଯାଇଛି। ସୁପ୍ରିମକୋର୍ଟ ଶୁକ୍ରବାର (ଅଗଷ୍ଟ ୪) ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ଏହା ପରେ ରାହୁଲ ଗାନ୍ଧୀ ତାଙ୍କର ଲୋକ ସଭା ସଦସ୍ୟତା ଫେରିପାଇଥିଲେ।

Share