Categories: ଜାତୀୟ

ବଜେଟରେ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ: ରାହୁଲ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାରଙ୍କ ବଜେଟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଜିରୋ ସମ୍‌ ବଜେଟ’ କହିବା ସହ ଏଥିରେ ମଧ୍ୟବିତ୍ତ ଶ୍ରେଣୀ, ବେତନଭୋଗୀ କର୍ମଚାରୀ, ଚାଷୀ ଓ ଗରିବଙ୍କ ଲାଗି କିଛି ନ ଥିବା ତାଙ୍କ ପ୍ରତିିକ୍ରିୟାରେ କହିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ ଏକ ଲଲିପପ୍‌ ବଜେଟ ଉପସ୍ଥାପନ କରିଛନ୍ତି। ଏହା ସରକାରଙ୍କ ଚାଷୀ ବିରୋଧୀ ଓ କୃଷକ ବିରୋଧୀ ଚେହେରାକୁ ପଦାରେ ପକାଇଛି ବୋଲି କଂଗ୍ରେସ ସାଂସଦ ରାହୁଲ କହିଛନ୍ତି।

Share