Posted inଜାତୀୟ

ଅଗ୍ନିବୀର ଯୋଜନାକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ, ରାଜନାଥ କହିଲେ…

ନୂଆଦିଲ୍ଲୀ,୧।୭:ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକ ସଭାରେ ସୋମବାର ହଟ୍ଟଗୋଳ ଜାରି ରହିଛି। ଅଗ୍ନିବୀର ଯୋଜନା ବିଷୟରେ ଆଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଜଣେ ଶହୀଦଙ୍କ ଘରକୁ ଯାଇଥିଲି। ମୁଁ ତାଙ୍କୁ ଶହୀଦ ବୋଲି କହୁଛି, କିନ୍ତୁ ଏହି ସରକାର ତାଙ୍କୁ ଅଗ୍ନିବୀର ବୋଲି କହୁଛନ୍ତି। ଯଦି ଶହୀଦ ହୁଅନ୍ତି ତେବେ ଅଗ୍ନିବୀରଙ୍କ ପରିବାର ପେନସନ ପାଇବେ ନାହିଁ। ଏହାକୁ ବ୍ୟବହାର କରି ଫିଙ୍ଗି ଦିଆଯିବ। ଅଗ୍ନିବୀର ୬ ବର୍ଷ ପାଇଁ ତାଲିମ ପାଆନ୍ତି। ଅନ୍ୟପକ୍ଷରେ ଚାଇନାର ସୈନିକମାନେ ପାଞ୍ଚ ବର୍ଷ ପାଇଁ ତାଲିମ ପାଆନ୍ତି।
ରାହୁଲ ଗାନ୍ଧୀ ଅଗ୍ନି ଯୋଜନା ବିଷୟରେ କହୁଥିବାବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଠିଆ ହୋଇ କହିଥିଲେ,ଜଣେ ସୈନିକ ଶହୀଦ ହେଲେ,ତାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦିଆଯାଏ। ରାହୁଲ ଗାନ୍ଧୀ ଭୁଲ ବିବୃତ୍ତି କରିବା ଉଚିତ ନୁହେଁ। ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି, ଅଗ୍ନିବୀରଙ୍କ ପରିବାର ବାସ୍ତବତା ଜାଣିଛନ୍ତି। ଏହି ସମୟରେ ଅମିତ ଶାହା ଠିଆ ହୋଇ କହିଥିଲେ ଯେ ଯଦି ରାହୁଲ ଗାନ୍ଧୀ ସରକାରଙ୍କ କହିବା ପରେ ମଧ୍ୟ ତାଙ୍କ ବିବୃତ୍ତି ନ ବଦଳାନ୍ତି, ତେବେ ସେ ଦେଶ ପାଇଁ କ୍ଷମା ମାଗିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ୍‌ଙ୍କୁ ପୁଣି ଝଟ୍‌କା: ଜୁଲାଇ ୧୨ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ,୩।୭:ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ନ୍ୟାୟିକ ହେପାଜତର ଅବଧିକୁ...

କାହାର ଭବିଷ୍ୟବାଣୀରେ ଖୁସି ହୋଇଗଲେ ମୋଦି, ରାଜ୍ୟ ସଭାରେ କହିଲେ…

ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାଜ୍ୟ ସଭାରେ ଅଭିଭାଷଣରେ ତାଙ୍କୁ ଲଗାତାର ୧୦ ବର୍ଷ କ୍ଷମତାରେ ରଖିଥିବାରୁ ଏବଂ ତାଙ୍କୁ ତୃତୀୟ ଥର ପାଇଁ ସୁଯୋଗ...

ଆଦାନୀ ଗ୍ରୁପର ୧୩ ଲକ୍ଷ କୋଟିର କ୍ଷତି କରି ଏତେ କୋଟି ଟଙ୍କା ଆୟ କରିଛି ହିଣ୍ଡେନବର୍ଗ, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୩।୭: ଗତ ବର୍ଷ ଜାନୁଆରୀରେ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ଆଦାନୀ ଗ୍ରୁପ ଉପରେ ବଡ଼ ଅଭିଯୋଗ ଆଣିଥିଲା। ଯେଉଁଥିରେ ଆଦାନୀ ଗ୍ରୁପକୁ ବଡ଼ କ୍ଷତି...

ପୁଣି ଥରିଲା ଲଦାଖ, ତୀବ୍ରତା ଥିଲା ୪.୪

ନୂଆଦିଲ୍ଲୀ,୨।୭: ପୁଣି ଥରିଛି ଲଦାଖ। ବୁଧବାର ସକାଳେ ଲଦାଖର ଲେହ ହଠାତ୍‌ ଥରି ଉଠିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ପ୍ରଦାନ କରିଛି।...

ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ ଆଗାମୀ ୫ ବର୍ଷରେ ଚାଷୀଙ୍କ ପାଇଁ…

ନୂଆଦିଲ୍ଲୀ,୩।୭: ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷ ଗରିବୀ ବିରୋଧରେ...

ରାଜ୍ୟ ସଭାରେ ମୋଦିଙ୍କ ଭାଷଣ ସମୟରେ ଗୃହ ତ୍ୟାଗ କଲେ ବିରୋଧୀ, ପଛରୁ ମୋଦି କହିଲେ…

ନୂଆଦିଲ୍ଲୀ,୩।୭: ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ବୁଧବାର ରାଜ୍ୟ ସଭାରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଗୋଟିଏ ଦିନ ପୂର୍ବରୁ ସେ ଲୋକସଭାରେ ଧନ୍ୟବାଦ...

ପରଜୀବୀ, ବାଳକ ବୁଦ୍ଧି…୧୩୩ ମିନିଟ୍‌ରେ ରାହୁଲଙ୍କୁ ତୁହାକୁ ତୁହା ଆକ୍ରମଣ କଲେ ମୋଦି, ହେଲେ ଉଠାଇଲେନି ଏହି ପ୍ରସଙ୍ଗ

ନୂଆଦିଲ୍ଲୀ,୩।୭: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଭାଷଣ ରଖିଥିଳେ। ଯେଉଁଥିରେ କଂଗ୍ରେସକୁ ସେ ତୀବ୍ର ସମାଲୋଚନା କରିବା ସହ ବିରୋଧୀ...

ତୀର୍ଥ ଯାତ୍ରା ସାରି ବସ୍‌ରେ ଫେରୁଥିଲେ, ହଠାତ୍‌ ହୋଇଗଲା ବ୍ରେକ୍‌ ଫେଲ୍‌, ତାପରେ…

ନୂଆଦିଲ୍ଲୀ, ୦୩।୦୭: ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri