Categories: ଜାତୀୟ

ଟ୍ରେନରେ ଯାତ୍ରା କଲେ ରାହୁଲ

ରାୟପୁର,୨୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡ ଗସ୍ତରେ ଅଛନ୍ତି। ଏହି ସମୟରେ ଟ୍ରେନରେ ଯାତ୍ରା କରିବାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଟ୍ରେନରେ ସେ ସାଧାରଣ ଲୋକଙ୍କ ମଧ୍ୟରେ ବସି ସେମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଶେଷରେ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Share