Categories: ବାଣିଜ୍ୟ

ରାହୁଲ ଓଡ଼ିଶାର ଆୟକର ପ୍ରଧାନ ମୁଖ୍ୟ କମିଶନର

ଭୁବନେଶ୍ୱର,୨।୯ (ଅନୁରାଧା ମହାରଣା): ଇଣ୍ଟରନାଲ ରେଭେନ୍ୟୁ ସର୍ଭିସ୍‌ (ଆଇଆର୍‌ଏସ୍‌), ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ରାହୁଲ୍‌ କର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି। କର୍ଣ୍ଣ ୧୯୮୯ ବ୍ୟାଚର ଭାରତୀୟ ରାଜସ୍ବ ସେବା ଅଧିକାରୀ ଭାବେ ଓଡିଶାରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ବିହାର ଏବଂ ଝାଡ଼ଖଣ୍ଡରେ ଆୟକର (ଅନୁସନ୍ଧାନ)ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ଏହାପୂର୍ବରୁ ସେ ମୁମ୍ବାଇରେ ବ୍ୟାଙ୍କ ଅଫ ଇଣ୍ଡିଆ(ବିଓଆଇ) ସହିତ ଡେପୁଟେଶନରେ ଥିଲେ।

Share