Categories: ଜାତୀୟ

ହସ୍ପିଟାଲରୁ ସୁସ୍ଥହୋଇ ଘରକୁ ଫେରିଲେ ରାହୁଲ

ରାୟପୁର,୨୫।୬: ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ରାହୁଲ ସାହୁ। ୫ ଦିନ ବୋରଓ୍ବେଲରେ ଫସିବା ପରେ ଗତ ୧୪ ତାରିଖ ରାତିରେ ଉଦ୍ଧାର ହୋଇଥିଲେ ରାହୁଲ। ଉଦ୍ଧାର ପରେ ରାହୁଲ ବିଳାସପୁର ଆପୋଲୋ ହସ୍ପିଟାଲରେ ରହି ଚିକିତ୍ସିତ ହୋଉଥିଲେ। ଏବେ ସମ୍ପର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାହୁଲଙ୍କୁ ସ୍ବାଗତ କରିବା ପାଇଁ ଗାଁରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି।

Share