୫ ତାରିଖ ଯାଏ ବର୍ଷା

ଭୁବନେଶ୍ୱର ୧।୧୦ : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଯାହାଫଳରେ ରାଜ୍ୟରେ ଆସନ୍ତା ୫ ତାରିଖ ଯାଏ ବର୍ଷା ଲାଗି ରହିବ। ଉତ୍ତର ଓ ଆଭ୍ୟନ୍ତରୀଣରେ ଅଧିକ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି। ଏ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share