ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭିତରେ ପଶିଲା ବର୍ଷାପାଣି

ଭଦ୍ରକ ଅଫିସ,୪।୧୦: ଲଘୁଚାପ ଯୋଗୁ ମଙ୍ଗଳବାର ସକାଳଠାରୁ ବର୍ଷା ଲାଗି ରହିଛି । ଲଘୁଚାପ ବର୍ଷାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ପାଣି ପଶିଯାଇଛି । ଲଗାଣ ବର୍ଷା ପାଇଁ ହଠାତ୍‌ ଡ୍ରେନ୍‌ଗୁଡିକ ବ୍ଲକହେବା ଯୋଗୁ ବର୍ଷାପାଣି ପଶିଥିବା ଜଣାପଡ଼ିଛି। ଆଉଟ ଡୋର ସହ ମେଲ୍‌ ମେଡିିସିନ ୱାର୍ଡଗୁଡିକ ତଳିଆ ଥିବାରୁ ଏଭଳି ପରିସ୍ଥିତି ହୋଇଛି ।

Share