ଡ୍ରେସ ସାଙ୍ଗକୁ ମ୍ୟାଚିଂ ଇୟରରିଂ ପିନ୍ଧିଲେ ଅଧିକ ସୁନ୍ଦର ଦେଖାଯାଏ। ଏବେ ଲାଟେଷ୍ଟ ଡିଜାଇନ୍ରେ ରେନ୍ବୋ ଇୟରରିଂ ପିନ୍ଧି ଫ୍ୟାଶନ୍ ଟ୍ରେଣ୍ଡରେ ସାମିଲ ହେଉଛନ୍ତି ମହିଳା…
ହ୍ୟାଙ୍ଗିଗ୍ ଇୟରରିଂ: ଟ୍ରାଡିଶନାଲ ସାଲୱାର ସୁଟ୍ କିମ୍ବା ଲେହେଙ୍ଗା ସହିତ ରେନବୋର ହେଭି ଇୟରରିଂ ବହୁତ ସୁନ୍ଦର ମାନିବ। ଏହି ଇୟରିଂର ବିଭିନ୍ନ କଲରକୁ ମ୍ୟାଚିଂ କରି ଡ୍ରେସ ସହିତ ପିନ୍ଧିଲେ ବେଶ୍ ଷ୍ଟାଇଲିସ୍ ଲାଗିବ।
ଥ୍ରେଡ୍ ଟେସଲ ଇୟରରିଂ: ଲେହେଙ୍ଗା କିମ୍ବା ସ୍କର୍ଟ ସହିତ ଏହି ପ୍ରକାରର ଇୟରରିଂ ପିନ୍ଧିଲେ ବହୁତ ସୁନ୍ଦର ଲାଗେ। ଏଭଳି ଇୟରରିଂକୁ ଘରେ ମଧ୍ୟ ତିଆରି କରିହେବ। ତେଣୁ ଡ୍ରେସର ରଙ୍ଗ ଅନୁସାରେ ବିଭିନ୍ନ ରଙ୍ଗର ଏହାକୁ କରିହେବ।
ରେଲ୍ବୋ ଡ୍ରାପ୍ ଇୟରରିଂ: ଏହି ଇୟରରିଂ ଦେଖିବାକୁ ଚେନ୍ ଭଳି ଡିଜାଇନର। ତେଣୁ ଏହା ଏକ ଭିନ୍ନ ଲୁକ୍ ଦେଇଥାଏ। ପାର୍ଟିୱେର ଡ୍ରେସ ସହିତ ଏହା ଭଲ ମ୍ୟାଚିଂ ହୋଇଥାଏ। ଏହି ଡିଜାଇନର ଛୋଟ ଭେରାଇଟି ମଧ୍ୟ ଚାହିଁଲେ ଟ୍ରାଏ କରିପାରିବେ।