ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ରବିବାର ଉଦ୍ଘାଟନ କରିଛନ୍ତି। ହୋମ ପୂଜା ପରେ ମୋଦି ନୂଆ ସଂସଦ ଭବନରେ ରାଜ ଦଣ୍ଡ ‘ସଙ୍ଗୋଲ’ ସ୍ଥାପନ କରିଛନ୍ତି।
Delhi | PM Modi along with Lok Sabha Speaker Om Birla and Cabinet ministers attends a ‘Sarv-dharma’ prayer ceremony being held at the new Parliament building pic.twitter.com/lfZZpTDMHx
— ANI (@ANI) May 28, 2023
ଉଦ୍ଘାଟନ ସମାରୋହରେ ସର୍ବ ଧର୍ମ ପ୍ରାର୍ଥନାରେ ମୋଦି, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ ଯୋଗ ଦେଇଛନ୍ତି।