Categories: ଜାତୀୟ

ରାଜ ଠାକରେ କରୋନାରେ ସଂକ୍ରମିତ

ମୁମ୍ବାଇ,୨୩ ।୧୦: ମହାରାଷ୍ଟ୍ର ନିବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ମା’ଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କୁହାଯାଉଛି । ଠାକରେ କରୋନାରେ ସଂକ୍ରମିତ ହେବା ପରେ ଶନିବାର ତାଙ୍କର ଏକ ସଭାକୁ ବନ୍ଦ କରି ଦିଆଯାଇଛି । କରୋନା ରିପୋର୍ଟ ପଜିଟିଭ ଆସିବା ପରେ ରାଜ ଠାକରେ ଓ ତାଙ୍କ ମା’ ଘରେ ଚିକିତ୍ସିତ ହେଉଛନ୍ତି ।

Share