‘ଦୁଇ ବର୍ଷ ହେଲା ରଜରେ ବାହାରକୁ ଯାଇ ପାରୁନଥିଲୁ। ଏବର୍ଷ ଭଲକରି ବୁଲାବୁଲି କରୁଛୁ, ପାନ ଖାଉଛୁ, ରଜରେ ମଉଜ କରୁଛୁ । ଆମର ଏଠି ରଜ ପାଇଁ ବହୁତ ବଢିଆ ବ୍ୟବସ୍ଥା ହୋଇଛି। ନାଚ ଗୀତ ଠାରୁ ଆରମ୍ଭ କରି ଖିଆପିଆ ସବୁକିଛି।’