Categories: Video

Rajakhama villagers forced to cross river with a wire । ଗାଁକୁ ଭରସା ବିଦ୍ୟୁତ୍ ତାର

One must cross the Gadapur river to get to Rajakhama village under Mohana block in Gajapati district. That said, the villagers do not have a bridge to cross this river. All they have is an electric wire that they hold on to while swimming across the swelling Gadapur. The district administration is sitting on their long-pending demand despite repeated reminders, villagers rued.

ଗଜପତି ଜିଲ୍ଲା ମୋହନା ବ୍ଲକ ରାଜଖମା ଗାଁକୁ ଯିବାଲାଗି ଏକମାତ୍ର ଭରସା ଗଦାପୁର ନଦୀ। ନଦୀ ପାର ହେବାଲାଗି କୌଣସି ପୋଲ କି ଅନ୍ୟକିଛି ବ୍ୟବସ୍ଥା ନାହିଁ, ଲୋକେ ବିଦ୍ୟୁତ ତାର ଧରି ନଦୀପାର ହୋଇଥାନ୍ତି। ସେପଟେ ପୋଲ ନିର୍ମାଣ ନେଇ ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପଦକ୍ଷେପ ନିଆଯାଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।