ଜୟପୁର,୧୫।୬: ରାଜସ୍ଥାନର ଅଜମେର ଜିଲାରେ ଜନୈକ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଜଣେ ଆଇଏଏସ୍ ଏବଂ ଜଣେ ଆଇପିଏସ୍ ଅଧୀକାରୀଙ୍କୁ ନିଲମ୍ବନ କରାଯାଇଛି। ଦୁହିଁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଆଇଏଏସ୍ ଗିରିଧର ବେନିବାଲ ଏବଂ ଆଇପିଏସ ସୁଶୀଲ କୁମାରଙ୍କୁ ନିଲମ୍ବନ କରାଯାଇଛି।
#WATCH राजस्थान: अजमेर जिले में मकराना होटल के कर्मचारी को पीटने के आरोप में IPS सुशील कुमार और IAS गिरधर बेनीवाल को निलंबित कर दिया गया है। दोनों के खिलाफ कार्मिक विभाग द्वारा जांच के आदेश भी जारी कर दिए गए हैं।
(सीसीटीवी वीडियो 12 जून का है।) pic.twitter.com/LtcBgwTeA2
— ANI_HindiNews (@AHindinews) June 15, 2023