Categories: ଜାତୀୟ

ରାଜସ୍ତାନରେ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣା: ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ନିଲମ୍ବିତ

ଜୟପୁର,୧୫।୬: ରାଜସ୍ଥାନର ଅଜମେର ଜିଲାରେ ଜନୈକ ହୋଟେଲ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ଜଣେ ଆଇଏଏସ୍‌ ଏବଂ ଜଣେ ଆଇପିଏସ୍‌ ଅଧୀକାରୀଙ୍କୁ ନିଲମ୍ବନ କରାଯାଇଛି। ଦୁହିଁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ଆଇଏଏସ୍‌ ଗିରିଧର ବେନିବାଲ ଏବଂ ଆଇପିଏସ ସୁଶୀଲ କୁମାରଙ୍କୁ ନିଲମ୍ବନ କରାଯାଇଛି।

Share