Civilians got agitated when police imposed Lathicharge today. While people were protesting against the sudden rise of penalty charges , the major reason behind the protest was government vehicles should also be checked with proper documents and imposed.
ରଣକ୍ଷେତ୍ର ପାଲଟିଛି ରାଜଧାନୀର ରାଜମହଲ ଛକ। ନୂଆ ମୋଟର ଯାନ ନିୟମକୁ ବିରୋଧ କରି ତାତିଛନ୍ତି ଲୋକେ । ପୋଲିସ ଗାଡି ସମେତ ବିଏମସି ଗାଡି ଓ ମୋ ବସକୁ ଶନିବାର ଲୋକମାନେ ଅଟକାଇବା ସହ ହୋ ହଲ୍ଲା କରିଛନ୍ତି। ତେବେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି।