ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ସ୍ୱାମୀ ବିବେକାନନ୍ଦ ଚାଟଶାଳୀରେ ପିଲାମାନେ ବିଭିନ୍ନ ମଞ୍ଜିରେ ରୋପଣଯୋଗ୍ୟ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଯାହାକୁ ସେମାନେ ସୌନିକ ଭାଇମାନଙ୍କ ହାତରେ ବାନ୍ଧିବେ ବୋଲି କହିଛନ୍ତି ।