ରକୁଲ ପ୍ରୀତ୍‌ଙ୍କ ଶାଢ଼ି ଲୁକ୍‌ କରୁଛି ପାଗଳ

ମୁମ୍ବାଇ: ସୋସିଆଲ ମିଡିଆରେ ଅଭିନେତ୍ରୀ ରକୁଲ ପ୍ରୀତ୍‌ ବହୁତ ଆକ୍ଟିଭ୍‌। ଯେଉଁଥିପାଇଁ ରକୁଲଙ୍କ ଫଟୋ ଏବଂ ଭିଡିଓ ପ୍ରାୟତଃ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ଏବେ ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଭାଇରାଲ ହେଉଛି। ଶନିବାର ରକୁଲ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ଫଟୋ ଶେୟାର କରିଛନ୍ତି।

ଏହି ଫଟୋରେ ସେ ଏକ ସିଲ୍‌ଭର କଲରର ନେଟ୍‌ ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି। ଶାଢ଼ିରେ ରକୁଲ ପ୍ରଶଂସକଙ୍କ ହୃଦୟ ଜିଣୁଛନ୍ତି। ପ୍ରତିଟି ଫଟୋ ବେଶ୍‌ ଆକର୍ଷଣୀୟ ହୋଇଛି। ରକୁଲ ଫଟୋ ଶେୟାର କରିବାର କିଛି ସମୟ ମଧ୍ୟରେ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀଙ୍କ ପ୍ରଶଂସକମାନେ ମଧ୍ୟ ଏହି ଫଟୋଗୁଡ଼ିକୁ ଅଧିକରୁ ଅଧିକ ପ୍ରଶଂସା କରିବା ସହ ଶେୟାର କରୁଛନ୍ତି।

Share