Categories: Video

Ram temple to come up at Ayodhya । ଅଯୋଧ୍ୟାରେ ନିର୍ମାଣ ହେବ ରାମ ମନ୍ଦିର

Delivering a unanimous judgment on the long-pending Ayodhya dispute, a five-judge bench of the Supreme Court headed by Chief Justice of India Ranjan Gogoi Saturday said the faith of the Hindus that Lord Ram was born at the site was undisputed. The Court backed the construction of a Ram temple by a trust at the disputed site in Ayodhya, and ruled that an alternative five-acre plot must be found for a mosque in the Hindu holy town.

ରାମ ଜନ୍ମଭୂମି – ବାବ୍ରୀ ମସ୍‌ଜିଦ୍‌ ମାମଲାର ଐତିହାସିକ ରାୟ ଶନିବାର ଆସିଛି। ବିବାଦୀୟ ଜମି ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ସୁନ୍ନି ୱାକଫ୍‌ ବୋର୍ଡ଼କୁ ଅନ୍ୟତ୍ର ଜାଗା ଦେବାକୁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍‌ ବୋର୍ଡ଼କୁ ୫ ଏକର ଜମି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆସନ୍ତା ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।