Posted inଜାତୀୟ

ରାଜଧାନୀରେ ହେବ ଦୁର୍ଗାପୂଜା, ରାମଲିଳା

ନୂଆଦିଲ୍ଲୀ,୧୨ ।୧୦: ବେଶ୍ କିଛି ସମୟର ସଂଶୟ ପରେ ଶେଷରେ ଏହାର ସମାଧାନ ବାହାରିଛି । ରାଜଧାନୀ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ୍‌ଏ) ସେଠାରେ ଦଶହରା ପାଳନ ଓ ରାମଲିଳା କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି । ରବିବାର ବିଳମ୍ବିତ ରାତିରେ ମୁଖ୍ୟ ସଚିବ ବିଜୟ କୁମାର ଦେବ ଏହା ଜାରି କରିଛନ୍ତି । ଗାଇଡ୍‌ଲାଇନ ଅନୁଯାୟୀ, ପେଣ୍ଡାଲ ନିକଟରେ ମେଳା, ଦୋଳି ଓ ଖାଇବା ଦୋକାନ ଲାଗି ପାରିବ ନାହିଁ ବୋଲି କୁହାଯାଇଛି । ତେବେ ପୂଜାପାଇଁ ଜିଲା ଅଧିକାରୀ ଓ ଜିସିପିଙ୍କ ଅନୁମତି ନେବାକୁ ପଡିବ । ଆୟୋଜକ ସମ୍ପୂର୍ଣ୍ଣ ପୂଜାର ଭିଡିଓଗ୍ରାଫି କରିବେ । ଭ୍‌କ୍ତଙ୍କ ଯିବା ଆସିବା ପାଇଁ ଅଲଗା ଗେଟ କରାଯିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ସିଡବ୍ଲ୍ୟୁକୁ କ୍ଷମା ମାଗିଲେ ଆଲ୍ଲାହାବାଦିଆ

ନୂଆଦିଲ୍ଲୀ, ୮।୩ (ପି.ଟି.): ୟୁଟ୍ୟୁବ୍‌ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଚର୍ଚ୍ଚିତ ୟୁଟ୍ୟୁବର୍‌ ରଣବୀର ଆଲ୍ଲାହାବାଦିଆ ଓ...

ଭାରତରେ ୨୯ ଲକ୍ଷ ଭିଡିଓ ହଟାଇଲା YouTube, କାରଣ ଜାଣିଲେ …

ନୂଆଦିଲ୍ଲୀ,୮।୩: କମ୍ପାନୀ YouTubeର ନୀତି ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ତା’ର ରିପୋର୍ଟରେ କହିଛି ଯେ ଗତ ବର୍ଷ...

୩ ଦିନିଆ ରିମାଣ୍ଡରେ ରାନ୍ୟା ରାଓ

ବେଙ୍ଗାଲୁରୁ, ୮।୩ : ସୁନା ଚୋରାଚାଲାଣ ମାମଲାରେ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଯାଇଛି। ଡାଇରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍‌ଆଇ)ର ଯୁକ୍ତି ପରେ...

Video: ଯୁବକଙ୍କ ହାତଅଙ୍କା ଚିତ୍ରରେ ଅଟୋଗ୍ରାଫ ଦେଲେ ମୋଦି, ଭିଡରେ କାନ୍ଦି ପକାଇଲେ ଯୁବକ, ଭିଡିଓ ଭଇରାଲ

ସୁରଟ,୭।୩: ଧାଡିଏ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଟୋଗ୍ରାଫ ପାଇଁ କାନ୍ଦି ପକାଇଲେ ଯୁବକ। ସମ୍ପ୍ରତି ଭାଇରାଲ ହୋଇଥିବା ଏକ...

PoK ଦଖଲ ପାଇଁ ପାକିସ୍ତାନ ଉପରେ ଭାରତ ଆକ୍ରମଣ କଲେ କ’ଣ କରିବ ପାକ୍‌?

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲଣ୍ଡନର ଚାଥାମ ହାଉସରେ ପାକ୍‌ ଅଧିକୃତ କଶ୍ମିର ସମ୍ପର୍କରେ ଏକ ବୟାନ ଦେଇଛନ୍ତି ଯାହା ଓମାର ଅବଦୁଲ୍ଲାଙ୍କଠାରୁ ପାକିସ୍ତାନ...

Delimitation: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୭।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶୁକ୍ରବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୀମା ର୍ନିଦ୍ଧାରଣ ପ୍ରସଙ୍ଗରେ ଏକ ବୈଠକ ଡାକିଛନ୍ତି। ଷ୍ଟାଲିନ ଯେଉଁ...

ପଳାତକ ଲଳିତ ମୋଦିଙ୍କୁ ମିଳିଲା ଭାନୁଆଟୁର ନାଗରିକତା

ନୂଆଦିଲ୍ଲୀ,୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ତାଙ୍କର ଭାରତୀୟ ନାଗରିକତା ପରିତ୍ୟାଗ କରି ଭାନୁଆଟୁ ନାଗରିକତା ହାସଲ କରିଛନ୍ତି। ଭାନୁଆଟୁ...

୨ଦିନ ଘଡଘଡି ସହ ପ୍ରବଳ ବର୍ଷା, ପ୍ରବଳ ପବନ…IMD କଲା ଆଲର୍ଟ

ନୂଆଦିଲ୍ଲୀ,୭।୩: ପ୍ରବଳ ବେଗରେ ମାଡିଆସୁଛି ବର୍ଷାପବନ। ୨ଦିନ ଯାଏ ହେବ ଘଡିଘଡି ସହ ପ୍ରବଳ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image