ଆଜିି ହାତଗଣ୍ଠି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର କପୁର ଓ ନାୟିକା ଆଲିଆ ଭଟ୍ଟ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମୁମ୍ବାଇ ସ୍ଥିତ ଭାସ୍ତୁ ବିଲ୍ଡିଂରେ ବୈଦିକ ରୀତିନୀତିରେ ବାହାଘର ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ମାତ୍ର ୨୮ ଜଣ ଅତିଥି ସାମିଲ ହେବା କଥା ଚର୍ଚ୍ଚା ହେଉଛି। ତେବେ ଆସନ୍ତା ୧୭ ତାରିଖରେ ନବଦମ୍ପତିଙ୍କ ରିସେପ୍ସନ ପାର୍ଟି ମୁମ୍ବାଇ ସ୍ଥିତ ତାଜ୍‌ ମହଲ ପ୍ୟାଲେସରେ କରାଯିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

Share