ଚର୍ଚ୍ଚାରେ ରଣବୀରଙ୍କ ଏୟାରପୋର୍ଟ ଲୁକ୍‌

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ ଲୁକ୍‌କୁ ନେଇ ସେବୁବେଳେ ଚର୍ଚ୍ଚାରେ। ଏବେ ରଣବୀରଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ବିଭିନ୍ନ ମେମେ ଶେୟାର ହେଉଛି। ନିକଟରେ ରଣବୀରଙ୍କୁ ରାମଚରଣ ଓ କିଆରା ଆଡଭାନୀଙ୍କ ଚଳଚିତ୍ରର ଉନ୍ମୋଚନ ସମୟରେ ଦେଖିବାକୁ ମିଳିଥିଲା। ସେ ଡବଲ ପନିଟେଲ କରି ସେଠାକୁ ଆସିଥିଲେ। ରଣବୀରଙ୍କ ସେହି ହେୟାର ଷ୍ଟାଇଲ କ୍ୟାମେରାରେ କଏଦ ହେବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି।

Share