Posted inVideo

Ranu Mondal: From station to celebrity status | ଷ୍ଟେସନରୁ ଷ୍ଟାର ରାନୁ ମଣ୍ଡଳ

Featured Video Play Icon

Once captured singing the popular Lata Mangeshkar song ‘Ek Pyaar Ka Nagma Hai’ at a busy platform of Ranaghat railway station in West Bengal few days back, viral singing sensation Ranu Mondal’s fate has changed. She is all set to make her singing debut by lending her voice in Himesh Reshammiya’s upcoming Hindi film ‘Happy Hardy and Heer’.

ସୋସିଆଲ ମିଡିଆ ରାତାରାତି କାହାର ନା କାହାର ଭାଗ୍ୟ ବଦଳାଇ ଦେଉଛି। ଏହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ । ଷ୍ଟେସନରେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟ।ଉଥିବା ରାନୁ ନିଜ କଣ୍ଠସ୍ବରରେ ଇଣ୍ଟରନେଟରେ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କୁ ବଲିଉଡରେ ଗୀତ ଗାଇବାର ସୁଯୋଗ ଦେଇଛନ୍ତି ହିମେଶ ରେଶମିୟା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri