Categories: ଜାତୀୟ

ଋଶିକେଶରେ ବିଦେଶୀ ମହିଳାଙ୍କୁ ବଳାତ୍କାର

ଋଶିକେଶ,୯।୧୦- ଋଶିକେଶରେ ଜଣେ ଆମେରିକୀୟ ମହିଳା (୩୭)ଙ୍କୁ ଜଣେ ସ୍ଥାନୀୟ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଯୋଗ ଶିକ୍ଷା ଲାଗି ସେ ଏଠାକୁ ଆସିଥିବାବେଳେ ଶିକ୍ଷାଦେବା ବାହାନାରେ ଯୁବକ ଜଣକ ମିଶିବା ସହ ଘରକୁ ଡାକି ବଳାତ୍କାର କରିଥିବା ବିଦେଶୀ ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ମାମଲା ପ୍ରତ୍ୟାହାର ଲାଗି ଅଭିଯୁକ୍ତଙ୍କ ବାପା ଚାପ ପକାଉଥିବା ପୋଲିସ ଅଧିକାରୀ ଆର୍‌.କେ. ସାକ୍‌ଲାନି ପ୍ରକାଶ କରିଛନ୍ତି।

Share