Categories: ଜାତୀୟ

ରକ୍ଷାବନ୍ଧନରେ ଭାଇଙ୍କ ସହ ସୁଷମା ସ୍ବରାଜଙ୍କ ୬୮ ବର୍ଷ ପୁରୁଣା ଫଟୋ ଭାଇରାଲ

ନୂଆଦିଲ୍ଲୀ,୩୦।୮: ରକ୍ଷାବନ୍ଧନରେ ଦିବଂଗତ ଭାଜପା ନେତା ସୁଷମା ସ୍ବରାଜଙ୍କ ପିଲାଦିନର ଏକ ଫଟୋ ସାମ୍ନାକୁ ଆସିଛି। ଏହାକୁ ଯେ କେହି ଦେଖୁଛି ଘଡ଼ିଏ ଅଟକି ଯାଉଛି। ୧୯୫୪ରେ ଫଟୋଟି ଏକ ଷ୍ଟୁଡିଓରେ ଉଠାଯାଇଥିବା ମନେ ହେଉଛି। କଳାଧଳା ଫଟୋରେ ସୁଷମା ନିଜ ଭାଇଙ୍କ ସହ ଛୋଟ ସାଇକେଲରେ ବସିଛନ୍ତି। ଫଟୋରେ ୫୦-୬୦ ଦଶକର ମାହୋଲ ରହଥିବା ବେଳେ ଭାଇଭଉଣୀ ବେଶ ସୁନ୍ଦର ଲାଗୁଛନ୍ତି।

ଦେଖନ୍ତୁ ଫଟୋ:

Share