Categories: Video

ରଥଯାତ୍ରା: ସରିଲା ପହଣ୍ଡି

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଦେବଦଳନ ରଥରେ ସ୍ଥାପନା କରାଯାଇଛି । ପରେ ବଡଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଆସି ରଥାରୁଢ କରାଯାଇଥିଲା । ଶେଷରେ ଝୁଲିଝୁଲି ଆସିଥିଲେ ଭାବ ବିନୋଦିଆ କାଳିଆ ଠାକୁର ।

 

Rath Yatra sans devotees is being celebrated in Puri for the second consecutive year in view of the Covid-19 pandemic. The festival kick-started as the holy trinity of Lords Jagannath, Balabhadra and Goddess Subhadra have begun to make their way to their individual chariots in a ceremonial procession ritual called the Pahandi.