Categories: ବାଣିଜ୍ୟ

ପେଟିଏମ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ, ଦେବାକୁ ହେବ ୫.୩୯ କୋଟି

ନୂଆଦିଲ୍ଲୀ,୧୩।୧୦: ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍‌ ଉପରେ ଜରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପେଟିଏମ୍‌ କଓ୍ବୋଇସି ସମେତ କିଛି ନିୟମ ପାଳନ ନ କରିବାକୁ ନେଇ ୫.୩୯ କୋଟି ଟଙ୍କାର ଜରିମାନା ଦେବ ବୋଲି ଜଣାପଡ଼ିଛି।

ଆର୍‌ବିଆଇ କହିଛି, ବ୍ୟାଙ୍କ କଓ୍ବୋଇସି/ମନି ଲଣ୍ଡରିଂ ଦୃଷ୍ଟିରୁ ଏକ ବିଶେଷ ଯାଞ୍ଚ କରାଯାଇଥିଲା। ରିପୋର୍ଟ ମିଳିବା ପରେ ନିୟମ ପାଳନ ହୋଇ ନ ଥିବା ଜଣାପଡ଼ିଥିଲା।

Share