Categories: ଖେଳ

ଲକ୍ଷ୍ନୌକୁ ୧୨୭ ରନର ଟାର୍ଗେଟ ଦେଲା ଆରସିବି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୩ର ୪୩ତମ ମ୍ୟାଚ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଆରସିବି ୨୦ ଓଭରରେ ୯ ଉଇକେଟ୍ ହରାଇ ୧୨୬ ରନ କରିଛି। ଫଳରେ ଏଲଏସଜି ପାଇଁ ୧୨୭ ବିଜୟ ଲକ୍ଷ୍ୟ ରହିଛି।

 

ଆରସିବି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏଲଏସଜି ବୋଲିଂ କରିଥିଲା।

Share