ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୯।୭: ରିଅଲ୍‌ମିର ନୂତନ ଉତ୍ପାଦ ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍‌ ୫ଜି ଓ ରିଅଲ୍‌ମି ବଡ୍‌ସ ୱାୟାରଲେସ୍‌ ୩’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ରିଅଲ୍‌ମି ନାର୍‌ଜୋ ୬୦ସିରିଜ୍‌ ୫ଜି ୨ଟି ଅତ୍ୟାଧୁନିକ ସ୍ମାର୍ଟଫୋନ୍‌ ରିଅଲ୍‌ମି ନାର୍‌ଜୋ ୬୦ପ୍ରୋ ୫ଜି ଓ ରିଅଲ୍‌ମି ନାର୍‌ଜୋ ୬୦ ୫ଜି ସମେତ ଏକ ନିମଜ୍ଜିତ ଅଡିଓ ଅନୁଭୂତି ପାଇଁ ଅତ୍ୟାଧୁନିକ ରିଅଲ୍‌ମି ବଡ୍‌ସ ଓୟାରଲେସ୍‌ ୩ର ବଜାର ପ୍ରବେଶ ହୋଇଯାଇଛି। ରିଅଲ୍‌ମି ନାର୍‌ଜୋ ଇଣ୍ଡିଆର ମାର୍କେଟିଂ ଷ୍ଟ୍ରାଟେଜି ଲିଡ୍‌ ମନୀଷ ରାଣା କହିଛନ୍ତି, ‘ରିଅଲ୍‌ମି ନୂଆ ଉଚ୍ଚତାକୁ ଛୁଇଁବା ଜାରି ରଖିଥିବାରୁ ଆମେ ଗର୍ବର ସହିତ ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍‌ ୫ଜି ଓ ବୈପ୍ଳବିକ ରିଅଲ୍‌ମି ବଡ୍‌ସ ଓୟାରଲେସ୍‌ ୩ ଇୟରବଡ୍‌କୁ ଉପସ୍ଥାପନ କରୁଛୁ, ଯାହା ଆମର ‘ଡେୟାର ଟୁ ଲିପ୍‌’ ଉତ୍ସାହର ଏକ ପ୍ରମାଣ । ଉଦ୍ଭାବନ ଓ ଡିଜାଇନ୍‌ ପ୍ରତି ଏକ ନିରନ୍ତର ପ୍ରତିବଦ୍ଧତା ସହିତ ସେଗ୍‌ମେଣ୍ଟର ୧ ଟିବି ଷ୍ଟୋରେଜ୍‌ ସ୍ମାର୍ଟଫୋନ୍‌ ନିର୍ମାଣ କରିଛୁ।

Share