ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ଜିଲାକୁ ରେଡ୍ ଓ ୯ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୁରଭଂଜ,କେନ୍ଦୁଝର, ପାରାଦୀପ, ଝାରସୁଗୁଡା, ଅନୁଗୁଳ, ଦେବଗଡ଼, କଟକର ଖାଲୁଆ ଅଂଚଳରେ ପାଣି ଜମା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।