ରିଲାଏନ୍ସ ଡିଜିଟାଲର ‘ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ’

ଭୁବନେଶ୍ୱର,୧୨।୧୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ’ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଦୀପାବଳିରେ ପ୍ରେମ, ଆଲୋକ ଓ ଖୁସି ବାଣ୍ଟନ୍ତୁ ଏବଂ ଆପଣଙ୍କ ପ୍ରିୟଜନ ଓ ନିଜ ପାଇଁ ଉତ୍କୃଷ୍ଟ ଉପହାର ପାଆନ୍ତୁ। ବିଶେଷକରି ଆପଣଙ୍କ ଗ୍ରୁପ୍‌ରେ ସଭିଙ୍କ ପାଇଁ ଯଥା ହୋମ୍‌ ମେକର, ଗେମର କିମ୍ବା ଫିଟ୍‌ନେସ ଉତ୍ସାହୀ ହୁଅନ୍ତୁ ସମସ୍ତଙ୍କ ପାଇଁ ଟିଭି ଓ ହୋମ୍‌ ଆପ୍ଲିଆନ୍‌ସେସ୍‌ଠାରୁ ଆରମ୍ଭକରି ଅଡିଓ ଡିଭାଇସ୍‌, ସ୍ମାର୍ଟଫୋନ୍‌, ଲାପ୍‌ଟପ୍‌ ଏବଂ ଆହୁରି ଅନେକ କିଛି ବିଶେଷ ରିହାତିରେ ଉପଲବ୍ଧ ରହିଛି। ବର୍ତ୍ତମାନ ପ୍ରସ୍ତୁତ ହେବା ସହ ଖୁସି ବାଣ୍ଟିବାର ସମୟ ଓ ଦୀପାବଳିକୁ ଦିଲ୍‌ ଖୋଲ୍‌ କେ ପାଳନ କରିବାର ସମୟ ଆସିଛି। ଏହି ଉତ୍ସବକୁ ଆହୁରି ଆନନ୍ଦଦାୟକ କରିବା ପାଇଁ ଅଗ୍ରଣୀ ବ୍ୟାଙ୍କର କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ଉପରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ରିହାତି ସହିତ ଗ୍ରାହକମାନେ ସରଳ ଇଏମ୍‌ଆଇ ବିକଳ୍ପ ମଧ୍ୟ ପାଇପାରିବେ। ବିଶେଷକରି ଗ୍ରାହକମାନେ ମଧ୍ୟ ଆଜିଓ ଓ ରିଲାଏନ୍ସ ଟ୍ରେଣ୍ଡ୍‌ସ ପକ୍ଷରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତର ସ୍ବତନ୍ତ୍ର ଗିଫ୍‌ଟ ଭାଉଚର ପାଇପାରିବେ। ରିଲାଏନ୍ସ ଡିଜିଟାଲର ପ୍ରଡକ୍ଟ ବର୍ଗରେ କିଛି ଇଲେକ୍‌ଟ୍ରିଫାଇଂ ଅଫର ମଧ୍ୟ ରହିଛି। ଏହିସବୁ ଅଫରକୁ ହାସଲ କରିବା ପାଇଁ ନିଜର ନିକଟସ୍ଥ ରିଲାଏନ୍ସ ଡିଜିଟାଲ ଷ୍ଟୋର, ମାଇଁ ଜିଓ ଷ୍ଟୋରକୁ ଯାଆନ୍ତୁ କିମ୍ବା ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ. ରିଲାଏନ୍ସ ଡିଜିଟାଲ.ଇନ୍‌ରେ ଲଗ୍‌ ଇନ୍‌ କରନ୍ତୁ ଏବଂ ରିଲାଏନ୍ସ ଡିଜିଟାଲର ଟେକ୍‌ ଏକ୍ସପର୍ଟଙ୍କଠାରୁ ଅସୁବିଧାମୁକ୍ତ ଡେଲିଭରି ଓ ଟେକ୍‌ନୋଲୋଜି ସହାୟତା ଲାଭ କରନ୍ତୁ।

Share