Posted inଜାତୀୟ

ମନ୍ଦିରରେ ପ୍ରକୃତ ହାତୀ ବଦଳରେ ରୋବୋ ହାତୀ କରିବେ ଧାର୍ମିକ ଅନୁଷ୍ଠାନ…

ଥିରୁଭାନନ୍ତପୁରମ୍‌,୨୭।୨ : କେରଳର ଥ୍ରୀସୁର ଜିଥଲାର ଇରିଞ୍ଜାଦାପଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ବର୍ତ୍ତମାନ ରୀତିନୀତି ପାଇଁ ପ୍ରକୃତ ହାତୀ ବଦଳରେ ରୋବୋଟିକ ହାତୀ ବ୍ୟବହାର କରାଯିବ। ଏହି ହାତୀ ମନ୍ଦିର କମିଟିକୁ ଅଭିନେତ୍ରୀ ପାର୍ବତୀ ଥିରୁଭୋଥୁଙ୍କ ସହ ପେଟା ଇଣ୍ଡିଆ ଉପହାର ଦେଇଛନ୍ତି।
ଏହି ଯାନ୍ତ୍ରିକ ହାତୀର ଉଚ୍ଚତା ସାଢ଼େ ୧୦ ଫୁଟ ଏବଂ ଏହାର ମୋଟ ଓଜନ ୮୦୦ କିଲୋଗ୍ରାମ ରହିଛି। ଏହି ହାତୀ ଉପରେ ଚାରି ଜଣ ଲୋକ ଯାତ୍ରା କରିପାରିବେ। ଏହି ହାତୀର ଶୁଣ୍ଢ, ମୁଣ୍ଡ, ଆଖି ଏବଂ କାନ ସବୁ ବୈଦୁତିକ ଭାବରେ ପରିଚାଳିତ ହେଉଛି।

କେରଳର ମନ୍ଦିରରେ ଅନୁଷ୍ଠିତ ଧାର୍ମିକ ରୀତିନୀତିରେ ହାତୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତଥାପି, ବେଳେବେଳେ ଏହି ହାତୀମାନେ ରୀତିନୀତି ସମୟରେ କିମ୍ବା ପୂର୍ବରୁ କ୍ରୋଧିତ ହୋଇଥାନ୍ତି। ଯେଉଁଥିପାଇଁ ଅନେକ ଥର ଲୋକମାନଙ୍କର ଜୀବନ ଯାଇଥାଏ।ଏହି କାରଣରୁ, ଥ୍ରୀସୁରର ଇରିଞ୍ଜାଦାପଲ୍ଲୀ ଶ୍ରୀକୃଷ୍ଣ ମନ୍ଦିର କମିଟି ହାତୀଙ୍କୁ ଧାର୍ମିକ ରୀତିନୀତି ପାଇଁ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ଉପରେ ପଶୁମାନଙ୍କର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ପେଟା ଇଣ୍ଡିଆ ଏହି ରୋବୋଟିକ ହାତୀକୁ ମନ୍ଦିରରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ରବିବାର ମନ୍ଦିରରେ ‘ନାଦୟରୁଥଲ’ ନାମକ ଏକ ଧାର୍ମିକ ରୀତିନୀତି କରାଯାଇଥିଲା। ଏହି ରୀତିନୀତିର ଏକ ଅଂଶ ଭାବରେ ଏକ ହାତୀ ଭଗବାନଙ୍କୁ ଅର୍ପଣ କରାଯାଇଥାଏ ।

ପେଟା ଇଣ୍ଡିଆ କହିଛି ଯେ ବନ୍ଦୀ ଅବସ୍ଥାରେ ରହିଥିବାରୁ ଅନେକ ଥର ହାତୀ କ୍ରୋଧିତ ହୋଇଥାନ୍ତି। ଯେତେବେଳେ ସେମାନେ ସେମାନଙ୍କର ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତି, ସେତେବେଳେ ସେମାନେ ଆତଙ୍କ ସୃଷ୍ଟି କରନ୍ତି ଏବଂ ଏହା ଯୋଗୁ ଲୋକଙ୍କୁ ଜୀବନ ହରାଇବାକୁ ପଡେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri